ରାଜଧାନୀରେ ଆଉ ୫୨ ଆକ୍ରାନ୍ତ ଚିହ୍ନଟ: ଘରୋଇ ହସ୍ପିଟାଲରୁ ୧୦

ଭୁବନେଶ୍ୱର : ଆଜି ରାଜଧାନୀରେ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୪ଜଣ ସଙ୍ଗରୋଧରେ ଥିବା ବେଳେ ୧୮ଜଣ ସ୍ଥାନୀୟ ସଂକ୍ରମିତ। ଆଜିର ୫୨ ଜଣଙ୍କୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ ହୋଇଛି। ଏଥିରୁ ୬୪୬ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଜି ୨୯ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଘରୋଇ ହସ୍ପିଟାଲର ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆଇଆରସି … Continue reading ରାଜଧାନୀରେ ଆଉ ୫୨ ଆକ୍ରାନ୍ତ ଚିହ୍ନଟ: ଘରୋଇ ହସ୍ପିଟାଲରୁ ୧୦